• Sai Nirmalya, Shri Shirdi Saibaba Temple, Cuttack

ENG ଓଡିଆ

CURRENT ISSUE

SAI COVER PAGES
ପାରାୟଣ ଶିରିଡ଼ିରେ
ପୁଣି ଭୁବନେଶ୍ୱରରେ
ଶିରିଡ଼ିରେ ଜୁନ୍‌ ୪ ତାରିଖରୁ ୧୧ ତାରିଖ
ଭୁବନେଶ୍ୱରରେ ଅଗଷ୍ଟ ୧୩ରୁ ୨୦ ତାରିଖ

ଶ୍ରୀଗୁରୁ ଭାଗବତର ଯାତ୍ରାପଥରେ
ଆଉ ଏକ ମାଇଲ ଖୁଣ୍ଟ
ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ୱାରା ରଚିତ ପ୍ରସିଦ୍ଧ କାବ୍ୟଗ୍ରନ୍ଥ ଶ୍ରୀଗୁରୁ ଭାଗବତର ଯାତ୍ରା ପଥରେ ଆଉ ଏକ ମାଇଲ ଖୁଣ୍ଟ ସ୍ଥାପନ ହୋଇଛି ।
ବାରିପଦା ପୌରପାଳିକା ପକ୍ଷରୁ ସହରର କେନ୍ଦ୍ରସ୍ଥଳରେ ନିର୍ମିତ ହୋଇଛି ପ୍ରଥମ ଶ୍ରୀଗୁରୁ ଭାଗବତ ସ୍ତମ୍ଭ ।

ମଇରେ ଗୁରୁଜୀଙ୍କ ଓଡ଼ିଶା ଗସ୍ତ, ଦୁଇଟି ମନ୍ଦିର  ପ୍ରତିଷ୍ଠା
ଭୁବନେଶ୍ୱର : ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ମଇ ୧ ତାରିଖରେ ଓଡ଼ିଶା ଗସ୍ତରେ ଆସିଥିଲେ । ୨ ତାରିଖ ଦିନ ଜଗତସିଂହପୁର ଜିଲା କେଉଟପଲାଠାରେ ବାବାଙ୍କର ଏକ ନବନିର୍ମିତ ମନ୍ଦିରକୁ ଉଦ୍‌ଘାଟନ କରିଥିଲେ । ଏହା ସହ ସେଠାରେ ସ୍ଥାପିତ ଶ୍ରୀଗୁରୁ ଭାଗବତ ଟୁଙ୍ଗୀକୁ ମଧ୍ୟ ଉଦ୍‌ଘାଟନ କରିଥିଲେ ।

RECENT PUBLICATIONS

VIDEO GALLERY

GALLERY